Odia Dictionary logo ☰
×

ଓଡିଆ ୱାର୍ଡବୁକ

odia wordbook-ଓଡିଆ ୱାର୍ଡବୁକ

Alphabet, Odia letters, matras, numbers and more — organised for easy reference.

← Blog

A practical Odia wordbook covering English letter pronunciation, Odia script basics, matras, conjuncts, and numbers from 1 to 100 and beyond.

Jump to section English Alphabet Pronunciation (A–Z) English Letter → Odia Sound Odia Vowels & Consonants Matras (with କ) Phala (ଫଳା) Common Conjuncts Numbers 1–20 & Pattern Roman Numerals Numbers in Odia (1–100+) Ordinal Numbers Number Adverbs & Frequency

English Alphabet Pronunciation (A–Z)

How English capital and small letters are pronounced in Odia.

LetterOdia PronunciationLetterOdia Pronunciation
A / aଏB / bବି
C / cସିD / dଡି / ଡ
E / eଇF / fଏଫ୍
G / gଜିH / hଏଚ୍
I / iଆଇJ / jଜେ
K / kକେL / lଏଲ୍
M / mଏମ୍N / nଏନ୍
O / oଓP / pପି
Q / qକୁ୍ୟR / rଆର୍
S / sଏସ୍T / tଟି
U / uୟୁV / vଭି
W / wଡବ୍ଲୁ୍ୟX / xଏକ୍ସ
Y / yୱାଇZ / zଜେଡ୍

English Letter → Odia Sound

Approximate Odia letters that match English letter sounds.

EnglishOdiaEnglishOdia
aଅ, ଆbବ
cକ, ସdଡ, ଦ
eଏfଫ
gଗ୍, ଜ୍hହ
iଆଇ, ଇjଜ
kକlଲ୍
mମ୍nନ୍, ଙ୍
oଓpପ୍
qକ୍, କୁ୍ୟrର୍
sସ୍tଟ, ତ
uଉ, ୟୁvଭ, ୱ
wୱxକ୍ସ, ଯ
yୟ, ଯzଜ୍

Odia Vowels & Consonants

Roman pronunciation for Odia vowels and consonants.

OdiaRomanOdiaRoman
ଅa, uଆa, aa
ଇi, eଈee
ଉuଊoo
ଋru / rooଏe, a
ଐaiଓo
ଔou, au
କka, caଖkha
ଗgaଘgha
ଙnhଚcha
ଛchhaଜja
ଝjhaଞnya
ଟtaଠtha
ଡdaଢdha
ଣnaତta
ଥthaଦda
ଧdhaନna
ପpaଫpha
ବba / waଭbha
ମmaଯ / ୟya
ରraଳ / ଲla
ଶshaଷsa
ସsa / haହha / ksh
କ୍ଷkshaଂm
ଁnଃh

Matras (with କ)

How vowel signs change the sound of କ.

FormRomanFormRoman
କkaକାka, kaa
କିkiକୀkee
କୁkuକୂkoo
କେkeକୈkai
କୋkoକୌkau
କଂkamକଃkah

Phala (ଫଳା)

PhalaUsage
ଯ ଫଳାy ଦ୍ଵାରା
ବ ଫଳାw ଦ୍ଵାରା
ର ଫଳାr ଦ୍ଵାରା
ଦ ଫଳାn ଦ୍ଵାରା
ଳ ଫଳାl ଦ୍ଵାରା
ମ ଫଳାm ଦ୍ଵାରା

Common Conjuncts

Frequently used joined letters and their roman forms.

ConjunctRomanConjunctRoman
ଙ୍କnkaଙ୍ଖnkha
ଙ୍ଗngaଙ୍ଘngha
ଞ୍ଚnchaଞ୍ଛnchha
ଞ୍ଜnjaଞ୍ଝnjha
ଣ୍ଟntaଣ୍ଠntha
ଣ୍ଡndaଣ୍ଢndha
ନ୍ତntaନ୍ଥntha
ନ୍ଦndaନ୍ଧndha
ମ୍ପmpaମ୍ଫmpha
ମ୍ୱmbaମ୍ଭmbha
ସ୍କskaଷ୍କska
ସ୍ଖskhaଦ୍ଗdga
ଦ୍ଘdghaଶ୍ଖscha
ଶ୍ଥschhaବ୍ଜbja
ବ୍ଝbjhaକ୍କkka
କ୍ତktaଗ୍ଦgda
ଗ୍ଧgdhaଜ୍ଞjna
ଦ୍ଭdbhaଦ୍ଧddha
ଣ୍ଡ୍ର / ନ୍ଦ୍ରndraଷ୍ଟsta
ଷ୍ଠsthaସ୍ତsta
ସ୍ଥsthaବ୍ଦbda
ବ୍ଧbdhaସ୍ପspa
ସ୍ଫsphaସ୍ତ୍ରstra
ପ୍ତptaଦ୍ଦdda
କ୍ତ୍ରktraଷ୍ଣsma
କ୍ଷ୍ୟkshyaଳ୍ପlpa
ଙ୍କ୍ତnktraଜ୍ଜ୍ଵjjwa
ର୍ଣ୍ଣrnaତ୍ତ୍ୱttwa
ତ୍ରttraମ୍ୟtmya
ଦ୍ମdmaସ୍ନtsna
ନ୍ତ୍ୟntyaନ୍ତ୍ରntra
ନ୍ତ୍ଵntwaନ୍ଦ୍ରndra

Numbers 1–20 & Pattern

Basic counting and how two-digit numbers are formed.

12345678910
11121314151617181920

ଏହିପରି 2 ର ଡାହାଣରେ 1 ଲେଖିଲେ 21। ତା’ କ୍ରମାନ୍ୱୟରେ 2 ଲେଖିଲେ 22 ଓ କ୍ରମଶଃ 29 ପର୍ଯ୍ୟନ୍ତ। ପରବର୍ତ୍ତୀ 3 ପରେ 1 ଲେଖିଲେ 31, 2 ଲେଖିଲେ 32 ହୋଇଥାଏ। ଏହି ପ୍ରକ୍ରିୟାରେ 9 ପର୍ଯ୍ୟନ୍ତ ମୂଳରାଶି ନେଇ ତା’ର ପରବର୍ତ୍ତୀ ଯେକୌଣସି ସଂଖ୍ୟା ଯୋଗ କଲେ ଦୁଇଅଙ୍କ ବିଶିଷ୍ଟ ସଂଖ୍ୟା ହୋଇଥାଏ। ଦୁଇ ଅଙ୍କ ବିଶିଷ୍ଟ ସର୍ବୋଚ୍ଚ ସଂଖ୍ୟା ହେଉଛି 99 (ଅନେଶୋତ)।

Roman Numerals

NumberRomanNumberRoman
1i2ii
3iii4iv
5v6vi
7vii8viii
9ix10x
11xi12xii
13xiii14xiv
15xv16xvi
17xvii18xviii
19xix20xx
30xxx40xl
50l100c
500d1000m

Numbers in Odia (1–100+)

Odia number words with English and pronunciation.

ଓଡ଼ିଆEnglishଉଚ୍ଚାରଣ
ଶୂନZeroଜିରୋ
ଏକOneୱାନ୍
ଦୁଇTwoଟୁ
ତିନିThreeଥ୍ରୀ
ଚାରିFourଫୋର୍
ପାଞ୍ଚFiveଫାଇବ୍
ଛଅSixସିକ୍ସ୍
ସାତSevenସେଭେନ୍
ଆଠEightଏଇଟ୍
ନଅNineନାଇନ୍
ଦଶTenଟେନ୍
ଏଗାରElevenଇଲେଭେନ୍
ବାରTwelveଟୁଏଲଭ୍
ତେରThirteenଥାର୍ଟିନ୍
ଚଉଦFourteenଫୋର୍ଟିନ୍
ପନ୍ଦରFifteenଫିପ୍ଟିନ୍
ଷୋହଳSixteenସିଷ୍ଟିନ୍
ସତରSeventeenସେଭେନ୍ଟିନ୍
ଅଠରEighteenଏଇଟିନ୍
ଉଣେଇଶNineteenନାଇଣ୍ଟିନ୍
କୋଡ଼ିଏTwentyଟ୍ୱେଣ୍ଟି
ଏକୋଇଶTwenty oneଟ୍ୱେଣ୍ଟି ୱାନ୍
ବାଇଶTwenty twoଟ୍ୱେଣ୍ଟି ଟୁ
ତେଇଶTwenty threeଟ୍ୱେଣ୍ଟି ଥ୍ରୀ
ଚବିଶTwenty fourଟ୍ୱେଣ୍ଟି ଫୋର୍
ପଚିଶTwenty fiveଟ୍ୱେଣ୍ଟି ଫାଇବ୍
ଛବିଶTwenty sixଟ୍ୱେଣ୍ଟି ସିକ୍ସ୍
ସତେଇଶTwenty sevenଟ୍ୱେଣ୍ଟି ସେଭେନ୍
ଅଠେଇଶTwenty eightଟ୍ୱେଣ୍ଟି ଏଇଟ୍
ଅଣତିରିଶTwenty nineଟ୍ୱେଣ୍ଟି ନାଇନ୍
ତିରିଶThirtyଥାର୍ଟି
ଏକତିରିଶThirty oneଥାର୍ଟି ୱାନ୍
ବତିଶThirty twoଥାର୍ଟି ଟୁ
ତେତିଶThirty threeଥାର୍ଟି ଥ୍ରୀ
ଚଉତିରିଶThirty fourଥାର୍ଟି ଫୋର୍
ପଞ୍ଚତିରିଶThirty fiveଥାର୍ଟି ଫାଇବ୍
ଛତିଶThirty sixଥାର୍ଟି ସିକ୍ସ
ସଇଁତିରିଶThirty sevenଥାର୍ଟି ସେଭେନ୍
ଅଣତିରିଶThirty eightଥାର୍ଟି ଏଇଟ୍
ଅଣଚାଳିଶThirty nineଥାର୍ଟି ନାଇନ୍
ଚାଳିଶFortyଫର୍ଟି
ଏକଚାଳିଶForty oneଫର୍ଟି ୱାନ୍
ବୟାଳିଶForty twoଫର୍ଟି ଟୁ
ତେୟାଳିଶForty threeଫର୍ଟି ଥ୍ରୀ
ଚଉରାଳିଶForty fourଫର୍ଟି ଫୋର୍
ପଇଁଚାଳିଶForty fiveଫର୍ଟି ଫାଇବ୍
ଛୟାଳିଶForty sixଫର୍ଟି ସିକ୍ସ୍
ସତଚାଳିଶForty sevenଫର୍ଟି ସେଭେନ୍
ଅଠଚାଳିଶForty eightଫର୍ଟି ଏଇଟ୍
ଅଣଚାଶForty nineଫର୍ଟି ନାଇନ୍
ପଚାଶFiftyଫିପ୍ଟି
ଏକାବନFifty oneଫିପ୍ଟି ୱାନ୍
ବାବନFifty twoଫିପ୍ଟି ଟୁ
ତେପନFifty threeଫିପ୍ଟି ଥ୍ରୀ
ଚଉବନFifty fourଫିପ୍ଟି ଫୋର୍
ପଞ୍ଚାବନFifty fiveଫିପ୍ଟି ଫାଇବ୍
ଛପନFifty sixଫିପ୍ଟି ସିକ୍ସ୍
ସତାବନFifty sevenଫିପ୍ଟି ସେଭେନ୍
ଅଠାବନFifty eightଫିପ୍ଟି ଏଇଟ୍
ଅଣଷଠିFifty nineଫିପ୍ଟି ନାଇନ୍
ଷାଠିଏSixtyସିକ୍ସଟି
ଏକଷଠିSixty oneସିକ୍ସଟି ୱାନ୍
ବାଆଷଠିSixty twoସିକ୍ସଟି ଟୁ
ତେଷଠିSixty threeସିକ୍ସଟି ଥ୍ରୀ
ଚଉଷଠିSixty fourସିକ୍ସଟି ଫୋର୍
ପଞ୍ଚଷଠିSixty fiveସିକ୍ସଟି ଫାଇବ୍
ଛଅଷଠିSixty sixସିକ୍ସଟି ସିକ୍ସ୍
ସତଷଠିSixty sevenସିକ୍ସଟି ସେଭେନ୍
ଅଡ଼ଷଠିSixty eightସିକ୍ସଟି ଏଇଟ୍
ଅଣସ୍ତରିSixty nineସିକ୍ସଟି ନାଇନ୍
ସତୁରିSeventyସେଭେଣ୍ଟି
ଏକସ୍ତରିSeventy oneସେଭେଣ୍ଟି ୱାନ୍
ବାଆସ୍ତରିSeventy twoସେଭେଣ୍ଟି ଟୁ
ତେସ୍ତରିSeventy threeସେଭେଣ୍ଟି ଥ୍ରୀ
ଚଉସ୍ତରିSeventy fourସେଭେଣ୍ଟି ଫୋର୍
ପଞ୍ଚସ୍ତରିSeventy fiveସେଭେଣ୍ଟି ଫାଇବ୍
ଛଅସ୍ତରିSeventy sixସେଭେଣ୍ଟି ସିକ୍ସ୍
ସତସ୍ତରିSeventy sevenସେଭେଣ୍ଟି ସେଭେନ୍
ଅଠସ୍ତରିSeventy eightସେଭେଣ୍ଟି ଏଇଟ୍
ଅଣାଅଶିSeventy nineସେଭେଣ୍ଟି ନାଇନ୍
ଅଶିEightyଏଇଟି
ଏକାଅଶିEighty oneଏଇଟି ୱାନ୍
ବୟାଅଶିEighty twoଏଇଟି ଟୁ
ତେୟାଅଶିEighty threeଏଇଟି ଥ୍ରୀ
ଚଉରାଅଶିEighty fourଏଇଟି ଫୋର୍
ପଞ୍ଚାଅଶିEighty fiveଏଇଟି ଫାଇବ୍
ଛଇଆଅଶିEighty sixଏଇଟି ସିକ୍ସ୍
ସତାଅଶିEighty sevenଏଇଟି ସେଭେନ୍
ଅଠାଅଶିEighty eightଏଇଟି ଏଇଟ୍
ଅଣାନବେEighty nineଏଇଟି ନାଇନ୍
ନବେNinetyନାଇଣ୍ଟି
ଏକାନବେNinety oneନାଇଣ୍ଟି ୱାନ୍
ବୟାନବେNinety twoନାଇଣ୍ଟି ଟୁ
ତେୟାନବେNinety threeନାଇଣ୍ଟି ଥ୍ରୀ
ଚଉରାନବେNinety fourନାଇଣ୍ଟି ଫୋର୍
ପଞ୍ଚାନବେNinety fiveନାଇଣ୍ଟି ଫାଇବ୍
ଛୟାନବେNinety sixନାଇଣ୍ଟି ସିକ୍ସ୍
ସତାନବେNinety sevenନାଇଣ୍ଟି ସେଭେନ୍
ଅଠାନବେNinety eightନାଇଣ୍ଟି ଏଇଟ୍
ଅନେଶତNinety nineନାଇଣ୍ଟି ନାଇନ୍
ଶହେHundredହଣ୍ଡେ୍ରଡ୍
ଶହେ ପାଞ୍ଚOne Hundred fiveୱାନ୍ ହଣ୍ଡେ୍ରଡ୍ ଫାଇବ୍
ଏକଶହ ପଞ୍ଚସ୍ତରିOne Hundred seventy fiveୱାନ୍ ହଣ୍ଡେ୍ରଡ୍ ସେଭେଣ୍ଟି ଫାଇବ୍
ଦୁଇଶହTwo Hundredଟୁ ହଣ୍ଡେ୍ରଡ୍
ପାଞ୍ଚଶହFive Hundredଫାଇବ୍ ହଣ୍ଡେ୍ରଡ୍
ହଜାରେThousandଥାଉଜାଣ୍ଡ
ଦୁଇ ହଜାରTwo Thousandଟୁ ଥାଉଜାଣ୍ଡ
ପାଞ୍ଚ ହଜାରFive Thousandଫାଇବ୍ ଥାଉଜାଣ୍ଡ
ଲକ୍ଷLakhଲାଖ
ଦଶଲକ୍ଷ / ନିୟୁତMillionମିଲିୟନ୍
କୋଟିCroreକ୍ରୋର
ମହାପଦ୍ମBillion (10 ଲକ୍ଷ ଗୁଣ 10 ଲକ୍ଷ)—

Ordinal Numbers

ଓଡ଼ିଆEnglishଉଚ୍ଚାରଣ
ପ୍ରଥମFirstଫାଷ୍ଟ୍
ଦ୍ଵିତୀୟSecondସେକେଣ୍ଡ୍
ତୃତୀୟThirdଥାର୍ଡ
ଚତୁର୍ଥFourthଫୋର୍ଥ
ପଞ୍ଚମFifthଫିଫ୍ଥ
ଷଷ୍ଠSixthସିକ୍ସଥ
ସପ୍ତମSeventhସେଭେନ୍ଥ
ଅଷ୍ଟମEighthଏଇଟ୍ଥ
ନବମNinthନାଇନ୍ଥ
ଦଶମTenthଟେନ୍ଥ
ଏକାଦଶEleventhଇଲେଭେନ୍ଥ
ଦ୍ଵାଦଶTwelfthଟୁୱେଲଫ୍ଥ
ତ୍ରୟୋଦଶThirteenthଥାର୍ଟିନ୍ଥ
ଚତୁର୍ଦ୍ଦଶFourteenthଫୋର୍ଟିନ୍ଥ
ପଞ୍ଚଦଶFifteenthଫିପ୍ଟିନ୍ଥ
ଷୋଡ଼ଶSixteenthସିକ୍ସଟନ୍ଥ
ସପ୍ତଦଶSeventeenthସେଭେନ୍ଟିନ୍ଥ
ଅଷ୍ଟାଦଶEighteenthଏଇଟିନ୍ଥ
ଉନବିଂଶNineteenthନାଇଟିନ୍ଥ
ବିଂଶTwentiethଟ୍ୱେଣ୍ଟିଥ୍
ତ୍ରିଂଶThirtiethଥାର୍ଟିଏଥ୍
ଚତୁର୍ବିଂଶFortiethଫୋର୍ଟିଏଥ୍
ପଞ୍ଚିବିଂଶFiftiethଫିପ୍ଟିଏଥ୍
ଷଡ଼ବିଂଶSixtiethସିକ୍ସଟିଏଥ୍
ସପ୍ତବିଂଶSeventiethସେଭେଣ୍ଟିଏଥ୍
ଅଷ୍ଟବିଂଶEightiethଏଇଟିଏଥ୍

Twenty ରେ ଯେପରି First, Second ପ୍ରଭୃତି ଯୋଗକରି ଅନ୍ୟାନ୍ୟ କ୍ରମସୂଚକ ସଂଖ୍ୟା ହୁଏ ସେହିପରି Thirty, Fortyରେ First, Second ପ୍ରଭୃତି ଯୋଗକରି ଅନ୍ୟାନ୍ୟ କ୍ରମସୂଚକ ସଂଖ୍ୟା ହୁଏ।

Number Adverbs & Frequency

ଓଡ଼ିଆEnglishଉଚ୍ଚାରଣ
ପ୍ରଥମତଃFirstlyଫାଷ୍ଟଲି
ଦ୍ଵିତୀୟତଃSecondlyସେକେଣ୍ଡଲି
ତୃତୀୟତଃThirdlyଥାର୍ଡଲି
ଚତୁର୍ଥତଃFourthlyଫୋର୍ଥଲି
ପଞ୍ଚମତଃFifthlyଫିଫ୍ଥଲି

ଏହିପରି: ‘ly’ ପ୍ରତେ୍ୟକ ସଂଖ୍ୟାର ଇଂରାଜୀ ରୂପ ଶେଷରେ ଯୋଗକରି ସଂଖ୍ୟା ବିଶେଷଣ ଲେଖାଯାଏ।

ଓଡ଼ିଆEnglishଉଚ୍ଚାରଣ
ଆଦୌ ନାହିଁNilନିଲ୍
ଥରେOnceୱାନ୍ସ
ଦୁଇଥରTwiceଟ୍ରାଇସ୍
ତିନିଥରThriceଥ୍ରାଇସ୍
ଚାରିଥରFour timesଫୋର୍ ଟାଇମ୍ସ

ଏହିପରି ପର୍ଯ୍ୟାୟ କ୍ରମେ ସଂଖ୍ୟା ଶେଷରେ Times ଯୋଗକରି ଲେଖାଯାଇପାରିବ।